ଆସନ୍ତାକାଲିଠାରୁ ଉପଲବ୍ଧ ହେବ ଟେଲିମେଡିସିନ୍ ହେଲ୍ପଲାଇନ୍:୧୪୪୧୦କୁ ଫୋନ୍ କରି ଚିକିତ୍ସା ପରାମର୍ଶ ପାଇପାରିବେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆସନ୍ତାକାଲି (ବୁଧବାର) ଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବରକୁ କାର୍ଯ୍ୟକାରୀ କରିବେ। ଲୋକେ ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ। ଏଥି ସହିତ ରୋଗୀଙ୍କୁ ଏହି ହେଲ୍ପଲାଇନ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ମିଳିପାରିବ। ଏହି ହେଲ୍ପଲାଇନ ନମ୍ବର ୧୦୪ ଭଳି କାମ କରିବ ବୋଲି କହିଛନ୍ତି ସଚିବ ଡ. କ୍ରିଷ୍ଣ କୁମାର। କୋଭିଡ-୧୯ ମୁଖ୍ୟ … Continue reading ଆସନ୍ତାକାଲିଠାରୁ ଉପଲବ୍ଧ ହେବ ଟେଲିମେଡିସିନ୍ ହେଲ୍ପଲାଇନ୍:୧୪୪୧୦କୁ ଫୋନ୍ କରି ଚିକିତ୍ସା ପରାମର୍ଶ ପାଇପାରିବେ